VOOZH about

URL: https://x.com/CMO_Odisha

⇱ CMO Odisha (@CMO_Odisha) / X


CMO Odisha
22.7K posts
CMO Odisha
@CMO_Odisha
Office of the Chief Minister, Odisha
Bhubaneswar, Odisha
Joined January 2016
  • CMO Odisha reposted
  • CMO Odisha reposted
  • CMO Odisha reposted
  • CMO Odisha reposted
  • CMO Odisha reposted
    ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟ, ସମ୍ମାନ ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ଗତ ଦୁଇ ବର୍ଷ ମଧ୍ୟରେ ଆମେ ଏହି ସଂକଳ୍ପକୁ ବାସ୍ତବତାରେ ରୂପାନ୍ତରିତ କରିଛୁ। ସ୍ୱାସ୍ଥ୍ୟ ବଜେଟ୍‌ରେ ଅଭୂତପୂର୍ବ ବୃଦ୍ଧି ସହ ପ୍ରତି ଜିଲ୍ଲାରେ ବିଶ୍ୱସ୍ତରୀୟ ମେଡିକାଲ ଭିତ୍ତିଭୂମିର ସଶକ୍ତ ନେଟୱର୍କ ନିର୍ମାଣ
  • ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦୂରଦର୍ଶୀ ନେତୃତ୍ୱରେ ବିଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ପ୍ରଶାସନିକ ସ୍ୱଚ୍ଛତା ଓ ସାମଗ୍ରିକ ବିକାଶର ଏକ ନୂତନ ଅଧ୍ୟାୟ ରଚନା କରିଛି। ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ନୀତି ଓ ନିରନ୍ତର ପ୍ରୟାସ ଫଳରେ ସ୍ୱାସ୍ଥ୍ୟ, ଆବାସ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯାଇ
  • ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦୂରଦର୍ଶୀ ନେତୃତ୍ୱରେ ବିଗତ ୨ ବର୍ଷ ମଧ୍ୟରେ ଓଡ଼ିଶା ସୁଶାସନ ଓ ଗୁଣାତ୍ମକ ବିକାଶର ଏକ ନୂଆ ଶିଖର ଛୁଇଁଛି। ରାଜ୍ୟର କୋଣ ଅନୁକୋଣରେ ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ ଏବଂ ପ୍ରତିଟି ନାଗରିକଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରି ଲୋକଙ୍କ ସରକାର ସଂକଳ୍ପରୁ ସିଦ୍ଧି ଆଡ଼କୁ ଅଗ୍ରସର
    Replying to @CMO_Odisha
    ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରତିଟି ପରିବାରକୁ ମିଳୁଛି ମାଗଣା ଚିକିତ୍ସା ସୁରକ୍ଷା। ମହିଳାମାନଙ୍କ ପାଇଁ ଅତିରିକ୍ତ ସୁବିଧା ସହ ସାରା ଦେଶର ପ୍ରମୁଖ ହସ୍ପିଟାଲରେ ଉନ୍ନତ ଚିକିତ୍ସା ଉପଲବ୍ଧ ହେଉଛି। ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ ଓ ନର୍ସିଂ କଲେଜ ନିର୍ମାଣ କରି ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟତର
    ଲୋକଙ୍କ ସରକାରଙ୍କ ପ୍ରେରଣାରେ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଏବଂ 'ପିଏମ୍ ଆବାସ ଯୋଜନା' ମାଧ୍ୟମରେ ନିମ୍ନ ଆୟ ବର୍ଗର ପରିବାରଙ୍କୁ ମିଳୁଛି ନିଜର ପକ୍କା ଘର। ଏହା କେବଳ ଏକ ଘର ନୁହେଁ, ବରଂ ଗରିବ ପରିବାରଙ୍କ ମୁଣ୍ଡ ଉପରେ ସୁରକ୍ଷିତ ଛାତର ସ୍ୱପ୍ନକୁ ସାକାର କରି ସେମାନଙ୍କୁ ଦେଉଛି ଏକ ନୂଆ ଆଶା ଓ ନୂଆ ଠିକଣା। #2YearsofLokankaSarakar
  • CMO Odisha reposted
    ଯୁବଶକ୍ତି କେବଳ ଆସନ୍ତାକାଲିର ଭବିଷ୍ୟତ ନୁହେଁ, ବରଂ ଆଜିର ନୂଆ ଓଡ଼ିଶାର ପ୍ରକୃତ ନିର୍ମାତା। ଗତ ୨ ବର୍ଷ ମଧ୍ୟରେ ଆମ ଲୋକଙ୍କ ସରକାର ଯୁବପିଢ଼ିମାନଙ୍କ ସ୍ୱପ୍ନକୁ ସୁଯୋଗ ସହ, ଦକ୍ଷତାକୁ ନିଯୁକ୍ତି ସହ ଏବଂ ସେମାନଙ୍କ ଆକାଂକ୍ଷାକୁ ସଫଳତା ସହ ଯୋଡ଼ିବା ଦିଗରେ ନିରନ୍ତର ପଦକ୍ଷେପ ନେଇଆସୁଛନ୍ତି। ଶିଳ୍ପ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ
  • ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦୃଢ଼ ନେତୃତ୍ୱରେ ଲୋକଙ୍କ ସରକାରର ୨ ବର୍ଷ ମଧ୍ୟରେ ରାଜ୍ୟର ଯୁବପ୍ରତିଭାଙ୍କ ସଶକ୍ତିକରଣ ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ଏକ ନୂତନ ଗତି ମିଳିଛି। ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ମେଧାକୁ ପ୍ରଶ୍ରୟ ଦେବା ସହିତ ଆଶାୟୀଙ୍କ ପାଇଁ ବୟସ ସୀମାକୁ ୪୨ ବର୍ଷକୁ
  • CMO Odisha reposted
    ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ସମାଜ ସୁଧାରକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କ ଅବଦାନ ସଦାସର୍ବଦା ସ୍ମରଣୀୟ। ତାଙ୍କରି ମହାନ ଜନସେବା ଆଦର୍ଶକୁ ପାଥେୟ କରି ଆମ ସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରୁଛନ୍ତି।
Don't miss what's happening
People on X are the first to know.