I Congratulate to my beloved daughter Snigdha for achieving her success in OPSC exam and becoming an OAS officer today as per the result published. I wish her journey be smooth and more success in her future life with dedication and concentration in her study.
Dr Bibhu Prasad Tarai
273 posts
Dr Bibhu Prasad Tarai
@DrBibhuTarai
Member of Parliament,Jagatsinghpur Lok Sabha 16
Joined May 2023
- ଆଜି କାକଟପୁର ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ ବୈଠକରେ ମୁଁ ଯୋଗଦେଲି।
- ତିର୍ତ୍ତୋଲ ବଜାର କମିଟିର ସଭାପତି ନରହରି ମିଶ୍ର (କୁନି ଭାଇନା ) ଏବଂ କମିଟିର ଅନ୍ୟ ସଦସ୍ୟ ମାନଙ୍କର ନିମନ୍ତ୍ରଣ କ୍ରମେ ମା ଗଜଲକ୍ଷ୍ମୀ ଙ୍କର ଦର୍ଶନ ଲାଭକଲି ଏବଂ ସାଂସ୍କୃତିକ ମଞ୍ଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲି।00:00
- ଜଗତସିଂହପୁର ରେ ଷଷ୍ଠ ଜିଲ୍ଲାପରିଷଦର ପଞ୍ଚମ ସାଧାରଣ ବୈଠକରେ ମୁଁ ଯୋଗଦେଲି । ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇଙ୍କ ସଭାପତିତ୍ବରେ ଜିଲ୍ଲାର ସମସ୍ତ ବିଧାୟକ,ମନ୍ତ୍ରୀ,ଜିଲ୍ଲାର ସମସ୍ତ ବ୍ଲକ ଓ NAC ର ଅଧ୍ୟକ୍ଷ,ଜିଲ୍ଲାପରିଷଦ ସଭ୍ୟ, କଲେକ୍ଟର ଏବଂ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥାଇ ଜିଲ୍ଲାର ବିକାଶ ସଂକ୍ରାନ୍ତରେ ଆଲୋଚନା କରାଗଲା।
- ତିର୍ତ୍ତୋଲ ବ୍ଲକରେ ଶିଶୁମାନଙ୍କ ପ୍ରତିଭାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ଶିଶୁ ମହୋତ୍ସବ #ସୁରଭି ର କାର୍ଯ୍ୟକ୍ରମ ମଣିଚରଣ ଶାରଳା ଏକାଡେମୀ ଠାରେ ଅନୁଷ୍ଠିତ ହେଲା। ଏଥିରେ ମୁଁ ମୁଖ୍ୟ ଅତିଥି ଭାବରେ ଯୋଗଦେଲି।
- ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଭାରତ ରତ୍ନ ଆଦରଣୀୟ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିବସରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ।
- ରଘୁନାଥପୁର ଶିକ୍ଷା ମଣ୍ଡଳର ବିଜ୍ଞାନ ପ୍ରକଳ୍ପର ପ୍ରଦର୍ଶନୀ ଉତ୍ସବ ଗୁଆଳିପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହେଲା। ଏଥିରେ ଶିକ୍ଷା ମଣ୍ଡଳ ଅଧିକାରୀ, ଜିଲ୍ଲା ଓ ବ୍ଲକର ଶିକ୍ଷାବିଭାଗର ଅଧିକାରୀ ମାନଙ୍କ ସହ ମୁଁ ମୁଖ୍ୟ ଅତିଥି ଏବଂ ଉଦ୍ଘାଟକ ଭାବରେ ଯୋଗଦେଲି।
- ନିଆଳି ନିର୍ବାଚନ ମଣ୍ଡଳୀର ବାହରଣା ପଞ୍ଚାୟତରେ ସଦସ୍ୟତା ଅଭିଯାନ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଲା । ଏଥିରେ ମୋ ସମେତ ସ୍ଥାନୀୟ ବିଧାୟକ ଛବି ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଗଲା।
- କୁଜଙ୍ଗ ଶିକ୍ଷା ମଣ୍ଡଳର ବାଲ ବୈଜ୍ଞାନିକ ପ୍ରଦର୍ଶନୀ ବନବିହାରୀ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଲା।ବିଜ୍ଞାନର ବିଭିନ୍ନ ପ୍ରକଳ୍ପକୁ ନେଇ ବିଭିନ୍ନ ସ୍କୁଲରୁ ଆସିଥିବା ପ୍ରତିଯୋଗୀ ମାନଙ୍କର ମାନ ନିର୍ଦ୍ଧାରଣ କରାଯାଇ ପୁରସ୍କାର ବିତରଣି ଉତ୍ସବରେ ଶିକ୍ଷା ଅଧିକାରୀ,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ ମୁଁ ମୁଖ୍ୟ ଅତିଥି ଭାବରେ ଯୋଗଦେଲି।
- ଲୋକସଭା Under Rule 377 ରେ ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ସଂସଦରେ ଦାବି ଉପସ୍ଥାପନ କଲି ।
- #ପାରାଦୀପ ନିର୍ବାଚନ ମଣ୍ଡଳୀର ସାମନ୍ତରାୟପୁର ପଞ୍ଚାୟତର ସିରସ୍ତା ଗ୍ରାମରେ ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଆୟୋଜିତ ମା ଗଜଲକ୍ଷ୍ମୀ ପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସାଂସ୍କୃତିକ ଚେତନା ଓ ସଂସ୍କାରଧର୍ମି ପଦ୍ମଶ୍ରୀ ବାବା ବଳିଆଙ୍କ ସହ ଯୋଗଦେଲି।
- ଆଜି ପବିତ୍ର ଶିଶୁ ଦିବସ ଉପଲକ୍ଷେ ଜଗତସିଂହପୁରର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆୟୋଜିତ ଶିଶୁ ଉତ୍ସବରେ ସ୍କୁଲ୍ ର ଅଧ୍ୟକ୍ଷ ଏବଂ ଅନ୍ୟ ଷ୍ଟାଫ୍ ମାନଙ୍କ ସହ ମୁଁ ମୁଖ୍ୟ ଅତିଥି ଭାବରେ ଯୋଗଦେଲି। ବିଦ୍ୟାଳୟର ନୂତନ ଗୃହ ପରିଦର୍ଶନ କରିବା ସହ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାପାଇଁ ମୋର ସହଯୋଗ ସଂପୂଣ୍ଣ ରହିବ ବୋଲି ପ୍ରତିଶୃତି ଦେଲି।00:00
- ଏରସମା ଶିକ୍ଷା ମଣ୍ଡଳର ବାଲ ବୈଜ୍ଞାନିକ ପ୍ରଦର୍ଶନ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ମୁଁ ମୁଖ୍ୟ ଅତିଥି ଭାବରେ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ବିଦ୍ୟାପୀଠ କୋଠି-ନିମୋଳ ଠାରେ ଯୋଗଦେଲି।
- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପୁଜା ମଣ୍ଡପ ବୁଲି ମା ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କରି ଆଶିର୍ବାଦ ନେବା ସହ ସମସ୍ତଙ୍କ ମଙ୍ଗଳ କାମନା କଲି।00:00
